ସୂଚନାଯାଗ୍ୟ: ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, ମଲାୟାଲମ ଏବଂ କନ୍ନଡ ସମେତ ଅନ୍ୟ କିଛି ଭାଷାରେ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଫିଲ୍ମଟି ୧୩ ଅକ୍ଟୋବର ୨୦୨୧ରେ ରିଲିଜ୍ ହେବାକୁ ଯାଉଛି ।
ରିଲିଜ୍ ହେଲା ଫିଲ୍ମ ‘RRR’ର ପ୍ରଥମ ଗୀତ ଦୋସ୍ତି

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ବନ୍ଧୁତା ଦିବସ । ଆଜିର ଏହି ଖାସ୍ ଦିନରେ ରିଲିଜ୍ ହୋଇ ଯାଇଛି ଫିଲ୍ମ ‘ଆର୍ ଆର୍ ଆର୍’ର ପ୍ରଥମ ଗୀତ ଦୋସ୍ତି । ଏହି ଗୀତରେ ଜୁନିୟର ଏନ୍ ଟି ଆର୍ ଏବଂ ରାମ ଚରଣଙ୍କ ମଧ୍ୟରେ ଫ୍ରେଣ୍ଡସିପ୍ କୁ ଦର୍ଶା ଯାଇଛି । ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବା ସଙ୍ଗେସଙ୍ଗେ ସୋସିଆଲ ମିଡିଆରେ ଧୂମ ମଚାଇବାରେ ଲାଗିଛି । ଫିଲ୍ମ ଆର୍ ଆର୍ ଆର୍ ର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଏସ୍ ଏସ୍ ରାଜାମୌଲି । ଏହି ଗୀତରେ ଫିଲ୍ମର ମୁଖ୍ୟ ଅଭିନେତାଙ୍କ ବନ୍ଧୁତାକୁ ଦେଖା ଯାଇଛି । ଗୀତଟିକୁ ଗାଇଛନ୍ତି ଅମିତ୍ ତ୍ରିବେଦି ।
ମହାରାଷ୍ଟ୍ରରେ ନୂଆ ସରକାର, ସିନ୍ଦେଙ୍କୁ ମିଳିଲା ସିଂହାସନ

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରରେ ନୂଆ ସରକାର । ସିନ୍ଦେଙ୍କୁ ମିଳିଲା ସିଂହାସନ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ନେତା ଏକନାଥ ସିନ୍ଦେ । ମୁମ୍ବାଇରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧା ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ପହଞ୍ଚିଥିଲେ ସିନ୍ଦେ । ଦୁଇ ନେତାଙ୍କ ମଧ୍ୟରେ ବିଚାରବିମର୍ଶ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲ
Download Argus News App
