ଗତ ମାସରେ ସୁନୀଲ କରୋନା ସଂକ୍ରମିତ ହୋଇଥିଲେ । ରାଜଧାନୀ କଲୋମ୍ବସ୍ଥିତ ହସ୍ପିଟାଲରେ ତାଙ୍କର ଚିକିସ୍ବା ଚାଲିଥିଲା । ଗତ ସପ୍ତାହରେ ସେ ଘରକୁ ଫେରିଥିଲେ । ହେଲେ ପୁଣି ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।