-ଆଖୁ ରସ ପିଇବା ଦ୍ବାରା ପେଟ ସମ୍ବନ୍ଧୀୟ ରୋଗ ଭଲ ହୋଇଥାଏ ।
-ରକ୍ତହୀନତା ,ଜଣ୍ଡିସ ଏବଂ ଅମ୍ଳ ସମସ୍ୟା ପାଇଁ ଆଖୁ ରସ ଭଲ । ଏହା ପିଇବା ଦ୍ବାରା, ଏହି ସବୁ ସମସ୍ୟା କମ୍ କରିବାରେ ଏହା ସାହାଯ୍ୟ କରେ ।
-ଆଖୁ ରସରେ ଅଳ୍ପ ଲୁଣ ମିଶାଇ ପିଇବା ଦ୍ବାରା, ଶରୀରକୁ ଏନର୍ଜି ମିଳିଥାଏ ।
-ଲିଭର ପାଇଁ ଭଲ ଆଖୁ ରସ । ଏହା ପିଇବା ଦ୍ବାରା, ଏହା ଲିଭର ସମ୍ବନ୍ଧୀୟ ରୋଗ ଦୂର କରିବାରେ ସାହାଯ୍ୟ କରେ ।
-ଆଖୁ ରସ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ । ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ୍ ହେବା ଯୋଗୁଁ ଶରୀର ଅନେକ ପ୍ରକାରର ଭାଇରାଲ୍ ରୋଗଠାରୁ ଦୂରରେ ରହିଥାଏ ।