ଆନ୍ନି ଏର୍ନକ୍ସ ଅତ୍ୟନ୍ତ କଠିନ ବିଷୟ କୁ ଅତି ସରଳ ଓ ସୁନ୍ଦର ଭାଷାରେ ବୁଝାଇ ଦିଅନ୍ତି। ସାହିତ୍ୟ ସହିତ ସମ୍ବେଦନା ବି ତାଙ୍କ ଲେଖାରେ ଦେଖାଦିଏ। ଆନ୍ନି ଏର୍ନକ୍ସଙ୍କ ଜୀବନ ବେଶ୍ ଲମ୍ବା ଓ କଷ୍ଟକର ଥିଲା। ଆନ୍ନି ଏର୍ନକ୍ସ ନର୍ମାଣ୍ତିର ୟେଭଟୁଟ୍ ସହରରେ ଜନ୍ମ ଗ୍ରହଣ କରିଥିଲେ।
ଆନ୍ନି ଏର୍ନକ୍ସଙ୍କ ଲେଖାରେ ଅସମାନତା ଭାଷା ଓ ବର୍ଗବାଦକୁ ନେଇ ସ୍ପଷ୍ଟତା ଦେଖିବାକୁ ମିଳେ।
ବିଦେଶ ଖବର ଆହୁରି ପଢନ୍ତୁ ।