ଫାଇନାଲରେ ସାନିଆ ମିର୍ଜା ଓ ରୋହନ ବୋପନ୍ନାଙ୍କ ଯୋଡ଼ିକୁ ବ୍ରାଜିଲର ଲୁଇସା ଷ୍ଟେଫନୀ ଓ ରାଫେଲ ମାଟୋସଙ୍କ ଯୋଡ଼ି ହରାଇଛନ୍ତି । କାରଣ 18 ବର୍ଷ ପୂର୍ବରୁ ମେଲବର୍ଣ୍ଣରୁ ହିଁ କ୍ୟାରିଅର ଆରମ୍ଭ କରିଥିଲେ ସାନିଆ । ଚଳିତବର୍ଷ ଆରମ୍ଭରେ ଟେନିସ ୱେବସାଇଟକୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଅବସର ନେଇ ଘୋଷଣା କରିଥିଲେ । ଆସନ୍ତା 19 ଫେବ୍ରୁଆରୀରେ ଦୁବାଇରେ WTA ଚାମ୍ପିଅନସିପ୍ ସାନିଆଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।