-ଚାଉଳ ଚୂନା ସହିତ ଧନିଆ ପତ୍ର ପେଷ୍ଟ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ତ୍ବଚାରେ ଲଗାଇବେ । ଏହା ଶୁଖିବା ପରେ, ତ୍ବଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା , ମୁଖ କୁଞ୍ଚନ ସମସ୍ୟା କମ୍ ହୋଇଥାଏ ।
-ଧନିଆ ପତ୍ରରୁ ପ୍ରସ୍ତୁତ ପେଷ୍ଟରେ , ଆଲୋଭେରା ଜେଲ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ତ୍ବଚାରେ ଲଗାଇ ୨୦ ରୁ ୨୫ ମିନିଟ ଯାଏଁ ଛାଡିବେ । ତାପରେ ସଫା ପାଣିରେ ତ୍ବଚାକୁ ଧୋଇବେ । ସପ୍ତାହକୁ ୨ ରୁ ୩ ଥର ଏହାକୁ ତ୍ବଚାରେ ବ୍ୟବହାର କରି ପାରିବେ । ଯାହା ଦ୍ବାରା, ମୁଖ କୁଞ୍ଚନ ସମସ୍ୟା କମ୍ ହୁଏ ।