ଯଦି ଆପଣ ଖରା ବେଳେ ବାହରକୁ କୁଆଡେ ଯାଉଛନ୍ତି ତେବେ ସାଙ୍ଗରେ ଟୋପି,ଚଶମା ,ଛତା ନେବାକୁ ଭୁଲନ୍ତୁ ନାହିଁ । ହାଳୁକା ରଙ୍ଗର ଓ ଢିଲା କପଡା ପିନ୍ଧନ୍ତୁ । ଖାଲିଲେତିକି ନୁହେଁ ଡିହାଇଡ୍ରେସନରୁ ବଚିଂବା ପାଇଁ ବାରମ୍ବାର orsର ପାଣି ପିଅନ୍ତୁ ।ଖାରା ଦିନରେ ମସଲାଯୁକ୍ତ ଖାଇବା କଥା ନୁହେଁ ସନ୍ତୁଳିତ ହାଳୁକା ଖାଦ୍ୟ ନିୟମିତ ଭାବରେ ଖାଇବା ଉଚିତ୍ ।
ରୋଷେଇ କରିବା ସମୟରେ ଝରକା ,କବାଟ ଖୋଲା ରଖିବା ଆବଶ୍ୟକ। ଆପଣ ଯଦି ଅଧିକ ପରିଶ୍ରମ କରୁଛନ୍ତି ତେବେ ମଝିରେ ମଝିରେ ଆରାମ କରିବା ଆବଶ୍ୟକ । ଖରା ଦିନରେ ଅଧିକରୁ ଅଧିକ ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: