ଏପରି ପରିସ୍ଥିତିରେ ଯଦି ଆପଣ ଗଣ୍ଠି କିମ୍ବା ମେରୁଦଣ୍ଡର ଯନ୍ତ୍ରଣା ଭୋଗୁଛନ୍ତି ତେବେ ଆପଣ ଔଷଧ ଖାଇଵା ସହ କିଛି ଘରୋଇ ଉପଚାର ଵ୍ୟଵହାର କରିଵା ଉଚିତ । ଗଣ୍ଠି ଯନ୍ତ୍ରଣାରେ ଔଷଧ ଖାଇଵା ତେଳ ମାଲିସର ଆଵଶ୍ୟକତା ରହିଛି । ତେଵେ କେଉଁ ତେଳ ଵ୍ୟଵହାର କରିଵେ ଆସନ୍ତୁ ଜାଣିଵା ।
ଯନ୍ତ୍ରଣାରୁ ମୁକ୍ତି ତେଲ ତିଆରି ଉପାଦାନ :-
୧ଲିଟର ତେଲ ,ଅଳ୍ପ ଜୁଆଣି, ମେଥି ,୬-୮ଲବଙ୍ଗ ,ଅଦା, ରସୁଣ କଟା,ହଳହୀ ପାଉଡର, ୪-୫ ନିରଗୁଣ୍ଡି ପତ୍ର
ଏହି ପରି ତେଲରୁ ପ୍ରସ୍ତୁତ କରନ୍ତି :-
ପ୍ରଥମେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ଗରମ ହେବା ପରେ ଏଥିରେ ରସୁଣ ପକାନ୍ତୁ କିଛି ସେକେଣ୍ଡ ପରେ ଅଦା ମିଶାନ୍ତୁ । ଏହା ପରେ ହଳଦୀ, ଜୁଆଣି, ମେଥି ,ନିରଗୁଣ୍ଡି ପତ୍ର ପକାଇ ଭଲ ଭାବରେ ରାନ୍ଧନ୍ତୁ । ଏବେ ଏହାକୁ କମ୍ ନିଆଁରେ ରାନ୍ଧ । ଏହା ଆପଣଙ୍କୁ ପ୍ରାୟ ୧ ରୁ ୨ ଘଣ୍ଟା ଲାଗିବ । ଏହା ପରେ ଥଣ୍ଡା ହେବା ପରେ ଏହାକୁ ଏକ ବୋତଲରେ ଭରନ୍ତୁ | ତୁମର ପେଡାଣ୍ଟକ୍ ତେଲ ପ୍ରସ୍ତୁତ ।ଏହାକୁ ଗଣ୍ଠିରେ ଦିନକୁ ଦୁଇଥର ମସାଜ୍ କରନ୍ତୁ ।