କଲକି ଆହୁରି ମଧ୍ୟ କହିଥିଲେ ବର୍ତ୍ତମାନ ୪୦ ରୁ ଅଧିକ ବୟସର ମହିଳାମାନଙ୍କୁ ନେଇ ପରଦାରେ ଦେଖାଇବାକୁ କାହାଣୀ ନାହିଁ। ଲୋକ ମାନେ ଏହି ବୟସର ମହିଳାମାନଙ୍କ ଉପରେ ବହୁତ କଠୋର ହୋଇପଡିଛନ୍ତି। ଲୋକମାନେ କିଛି ବି ଜାଣନ୍ତି ନାହିଁ ୪୦ ବର୍ଷୀୟ ମହିଳାଙ୍କ ବିଷୟରେ। ଏହି ବୟସର ମହିଳାଙ୍କ ଶରୀରରେ ଅନେକ କିଛି ପରିବର୍ତ୍ତିନ ଘଟିଥାଏ। ଯାହା କେହି ଜାଣନ୍ତି ନାହିଁ। ଯେଉଥିପାଇଁ ଏହି ମହିଳାଙ୍କୁ ନେଇ ସ୍କ୍ରିପ୍ଟ ଲେଖାଯାଏନା କି ଏମାନଙ୍କ ପାଇଁ ରୋଲ ମଧ୍ୟ ନଥାଏ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର