ସେ ହେଉଛି ୧୯୭୧ ଭାରତ- ପାକିସ୍ଥାନ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ନୌସେନାର ବୁଡ଼ାଜାହାଜ ଆଇଏନଏସ- କୁର୍ସୁରା । ସେନାରୁ ସେବାନିବୃତ୍ତ ବା ଡିକମିଶନଡ୍ ହେବାପରେ ବିଶାଖାପାଟଣାରେ ରଖାଯାଇଛି ବୁଡ଼ାଜାହାଜ ବା ସବମେରାଇନକୁ । ତାକୁ ଏକ ମ୍ୟୂଜିୟମର ରୂପ ଦିଆଯାଇଛି ଯାହାକୁ ଦେଖିବାପାଇଁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ