ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ମୋଦୀ ସରକାରଙ୍କ ଏହି ଟର୍ମରେ ଭାରତୀୟ ରେଳର ଅଧିକ ଉନ୍ନତି କରଣ କାର୍ଯ୍ୟ ହେବ। ସମସ୍ତ ରେଳ ଲାଇନ ଇଲେକ୍ଟ୍ରି ଫିକ୍ସନ ହୋଇଛି ।ଅନୁଗୁଳ, ବାରିପଦା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, କଟକ, ଦମନଯୋଡି, ଜଳେଶ୍ୱର, ଝାରସୁଗୁଡା, କେସିଙ୍ଗା, କୋରାପୁଟ, ଲିଙ୍ଗରାଜ ଜଙ୍କସନ, ପୁରୀ, ରଘୁନାଥପୁର, ରାଉରକେଲା ,ସମ୍ବଲପୁର , ସୋର , ତାଳଚେର ଏହି ସମସ୍ତ ଷ୍ଟେସନ ଅମୃତ ଭାରତ ଯୋଜନରେ ଉନ୍ନତିକରଣ ହେବ। ଲଗାତାର ଭାବେ ରାଜ୍ୟ ସରକାରଙ୍କ ସହ କଥା ହେଉଛି । ଖୁବଶୀଘ୍ର ରେଳ ବିଭାଗର ସମସ୍ତ ପ୍ରକାର ଉନ୍ନତି କରଣ କାର୍ଯ୍ୟହେବ ବୋଲି ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି ଅଶ୍ୱନୀ ବୈଷ୍ଣବ।
ଅଧିକ ପଢନ୍ତୁ ଭାରତ ଖବର