Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଜଗା ପାଇଁ ଜନସମୁଦ୍ର...
ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି
ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରରେ ଭୁବନେଶ୍ଵର ବିଏମସୀ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଛନ୍ତି ମେୟର। ଭୁବନେଶ୍ଵରରେ ବିଭିନ୍ନ ଖାଲି ସ୍ଥାନ, ରାସ୍ତା କଡ, ମଶାଣି ଭଳି ସ୍ଥାନରେ ଗଛ ଲଗାଇବାର ଯୋଜନା ରହିଛି । ବର୍ତମାନ ବନ ବିଭାଗ ପକ୍ଷର
ମହିଳାଙ୍କୁ ଛୁରାମାଡ, ୩ଜଣଙ୍କୁ କୋର୍ଟ ଚାଲାଣ
ଅର୍ଗସ ବ୍ୟୁରୋ: ମହିଳାଙ୍କୁ ଛୁରାମାଡ। ଏରସମା ଥାନା ଅନ୍ତର୍ଗତ ତଳକୁସୁମା ଗାଁରେ ମହିଳାଙ୍କୁ ଛୁରାମାଡ ଘଟଣାରେ ଆଜି ଏରସମା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡିଛି ତଳକୁସୁମା ଗାଁର ସୁବୋଧ ସାହାଣୀଙ୍କ ଝିଅ ରିଙ୍କିନା ଗତ ୭ ବର୍ଷତଳେ କୋଠି ଗ୍ରାମର ମାଳସ ନାୟକଙ୍କୁ ବିବାହ କରିଥିଲେ। କୈାଣସି କାରଣରୁ ରିଙ୍କିନା ଓ ମାନସଙ୍କ ମଧ୍ୟରେ ମତାନ୍ତର ଯୋଗୁ