ଏନେଇ ସେ ତାଙ୍କ ଫ୍ୟାନମାନଙ୍କୁ ଲଗାତାର ଭାବେ ତାଙ୍କ ସ୍ବାସ୍ଥ୍ୟଗତ ୱଚନା ଦେଇ ଆସୁଥିଲେ । ତେବେ ଆଜି ସେ ଟ୍ବିଟକରି ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି । ସେ ନିଜର ଏକ ଫୋଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ବ୍ଲାକର କୁର୍ତ୍ତାରେ ରାମ୍ପୱାକ କରୁଥିବା ନଜର ଆସିଛନ୍ତି । ସେ ଲେଖିଛନ୍ତି, ‘ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନା ଯୋଗୁଁ ମୁଁ ସୁସ୍ଥ ହୋଇଯାଇଛି । ଏବେ ଖୁବଶୀଘ୍ର ମୁଁ ରାମ୍ପୱାକକୁ ଫେରିବି ବୋଲି ଆଶା କରୁଛି । ତେବେ ସୂଚନା ମୁତାବକ ଆଉ ୨ ସପ୍ତାହ ଭିତରେ ଅମିତାଭ ନୁଜ ସୁଟିଂସେଟକୁ ଫେରିବେ ।