ବଡା ପାଓ ବିକ୍ରି କରିଥାନ୍ତି ଚନ୍ଦ୍ରିକ। ଚନ୍ଦ୍ରିକାଙ୍କର ଦିଲ୍ଲୀରେ ଏହି ବଡା ପାଓର ଦୋକାନ ଅଛି। ଯାହାର ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୋଇଥାଏ। ଖାଲି ଏତିକି ନୁହେଁ ଚନ୍ଦ୍ରିକାଙ୍କ ବଡା ପାଓର ବିକ୍ରିକୁ ଦେଖି କିଛି ଲୋକ ଅନ୍ଦାଜା ଲଗାନ୍ତି ତାଙ୍କ ଇନକମ କେତେ ହୋଇଥିବ। କାହିଁକି ନା ବଡା ପାଓ ବିକି ଚନ୍ଦ୍ରିକା ଏବେ କୋଟିପତି। ଚନ୍ଦ୍ରିକା ସବୁବେଳେ ଲଗଜରି କାରରେ ବଲୁଥିବାର ନଜର ମଧ୍ୟ ଆସିଥାନ୍ତି। ବିଗ ବସ ଓଟିଟିକୁ ଆସିବା ପରେ ଚନ୍ଦ୍ରିକା ତାଙ୍କର ପ୍ରତିଦିନର ଇନକମର ଖୁଲାସା କରିଛନ୍ତି। ତେବେ ତାଙ୍କ ଗୋଟିଏ ଦିନର ଇନକମ ଶୁଣିଲେ ଏମବିଏ ଏବଂ ଇଂଜିନିୟରମାନେ ଚକିତ ହେବେ। ଚନ୍ଦ୍ରିକା ତାଙ୍କ ବଡା ପାଓ ଦୋକାନରୁ ଦିନକୁ ୪୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ଯଦି ଆନୁମାନିକ ହିସାବ କରିବା ତେବେ ମାସକୁ ଚନ୍ଦ୍ରିକାଙ୍କର ଇନକମ ଏକ କୋଟି ୨୦ ଲକ୍ଷ ହେବ ।
ଆଜିକା ଡେଟ୍ରେ ସାଧାରଣତଃ ସୁନ୍ଦରୀ ଆଉ ସ୍ମାର୍ଟ ଥିବା ଯୁବତୀ ମାନେ ଫାଷ୍ଟ ଫୁଡ ବିଜନେଶ କରିବାକୁ ମନୋବଳାଉଛନ୍ତି। ଆଉ କିଛି ପରିବାରର ନିଷ୍ପତ୍ତି ଉପରେ ନିର୍ଭଳ କରୁଥିବାଳେଳେ କେହି କେହି ଏହି ବେପାର କରିବାକୁ ସଙ୍କୋଚ ପ୍ରକାଶ କରିଥାନ୍ତି। କିନ୍ତିୁ ବଡା ପାଓ ବିକ୍ରି କରିବାକୁ ଲାଜ କି ସଂକୋଚ କରିନଥିଲେ ଚନ୍ଦ୍ରିକା । ସେଥିପାଇଁ ଆଜି ସଫଳତାର ସ୍ୱାଦ ଚାଖିଛନ୍ତି ଚନ୍ଦ୍ରୀକ ଦିକ୍ଷୀତି ।
ଅଧିକ ଦେଖନ୍ତୁ :