ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଅମ୍ଳଜାନ ଅଭାବରୁ ମୃତ୍ଯୁବରଣ କରୁଥିବାବେଳେ ଏବେ ଦେଶ ତଥା ଦେଶ ବାହାରୁ ଦିଲ୍ଲୀକୁ ଅମ୍ଳଜାନ ଯୋଗାଉଛନ୍ତି କେନ୍ଦ୍ର ସରକାର ।
Maharashtra | First milk train with 45,000 liters of milk leaves from Nagpur to Delhi's Hazrat Nizamuddin station. It will help Delhi to meet up the demand during the lockdown: Nagpur Assistant Commercial Manager (ACM), SG Rao
(visuals from last night) pic.twitter.com/bW457EKvnh — ANI (@ANI) May 6, 2021