ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏକ ପୋର୍ଟାଲ୍ ଆରମ୍ଭ କରିଛୁ ଯାହା ଅମ୍ଳଜାନ ଯୋଗାଣର ଉତ୍ତମ ପରିଚାଳନା ପାଇଁ ଅମ୍ଳଜାନ ନିର୍ମାତା, ଯୋଗାଣକାରୀ ଏବଂ ଡାକ୍ତରଖାନା ଦ୍ୱାରା ପ୍ରତି ଦୁଇ ଘଣ୍ଟାରେ ଅପଡେଟ୍ ହେବ । କେନ୍ଦ୍ର ଏବଂ ରାଜ୍ୟ ସରକାର ଏକାଠି କାମ କରୁଛନ୍ତି ।
ଅର୍ଗସ ନ୍ୟୁଜ: ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି 6 ଦିନ ବଢିଲା ଲକଡାଉନ ଅବଧି । ଏପ୍ରିଲ 26 ସକାଳ 5 ଟାରେ ଲକଡାଉନ ଅବଧି ସରୁଥିବାବେଳେ ମେ 3 ସକାଳ 5 ଯାଏଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।