ଦୁର୍ଗମ,ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ଉଦ୍ଧେଶ୍ୟ। ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବ ପିଏମ-ଉଷା ଯୋଜନା। ଏହି ଯୋଜନା ପାଇଁ ୧୨୯୬.୧୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ୨୦୨୩ ଜୁନ୍ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ରହିଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ପିଏମ-ଉଷା ଯୋଜନା। ଶିକ୍ଷାନୀତି-୨୦୨୦ ପାଇଁ ଏହା ଏକ ବଡ ପଦକ୍ଷେପ।
ଅଧିକ ପଢନ୍ତୁ ଓଡ଼ିଶା ଖବର