ଏସଏସପି ଜନ୍ମେଜୟ ଖଣ୍ଡୁରୀ ଏବଂ ଏସପି ସରିତା ଡୋଭାଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଛି ବୋଲି ପୋଲିସ୍ ସୁତ୍ରରୁ ପ୍ରକାଶ।
ଡବଲ ମର୍ଡର: ଗୋଟିଏ ଘରୁ ଦୁଇଟି ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରାଜଧାନୀ ଦେହରାଡୁନରେ ଡବଲ ମର୍ଡର। ମିଳିଥିବା ସୂଚନାଅନୁଯାୟୀ, ଦେହରାଡୁନର ପ୍ରେମନଗର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ସାମିଲ ଅଛନ୍ତି। ତେବେ ପୁରୁଷ ଜଣଙ୍କ ଉକ୍ତ ମହିଳାଙ୍କ ଚାକର ବୋଲି କୁହାଯାଉଛି।
Download Argus News App
