ବିଏସଏଫ ଓ ଡିଆରଜି ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେଶନରେ ବଡ ଧରଣର ଗୁଳିବିନିମୟ। ଏନକାଉଣ୍ଟରରେ bsf ର ଜଣେ ଇନ୍ସପେକ୍ଟର ଆହତ ହୋଇଥିବା ବେଳେ ଜଣେ drg ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଭାରତ ଖବର