ଦୁଇଦିନିଆ ଗସ୍ତରେ ଜର୍ମାନ ବିଦେଶ ମନ୍ତ୍ରୀ ଭାରତ ବିଦେଶ ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚାନ କରିପାରନ୍ତି। ରୁଷ-ୟୁକ୍ରେନ ଯୁଦ୍ଧର ପରିଣାମ ବ୍ୟତିତ ଚୀନ୍ ଏବଂ ଭାରତ ସମ୍ପର୍କ ଉପରେ ଚର୍ଚ୍ଚା ହୋଇପାରେ ଏହି ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ । ତେବେ ଭାରତରେ ପହଞ୍ଚିବା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେୟରବାକ୍ କହିଛନ୍ତି, 'ଭାରତ ଯାତ୍ରା କରିବା ପୃଥିବୀର ଏକ ଷଷ୍ଠାଂଶ ଯାତ୍ରା କରିବା ପରି ମୋତେ ଅନୁଭୂତ ହେଲା।
ରାଜନୀତି ଖବର ଆହୁରି ପଢନ୍ତୁ