29 ମିନିଟରେ ଜର୍ମାନୀ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ। ପରେ ପରେ ତୃତୀୟ କ୍ଵାଟରରେ ପେଇଲ୍ଲାଟ ଗୋଂଜ଼ାଲୋ ଦ୍ୱିତୀୟ ଗୋଲ ଦେଇ ଦଳକୁ ବରାବର ସ୍ଥିତିକୁ ନେଇଥିଲେ। ସେହିଭଳି 48 ମିନିଟରେ ଜର୍ମାନୀ ଦଳର ଅଧିନାୟକ ଗ୍ରାମ୍ବୁଶ୍ଚ ମଟ୍ସ ଗୋଟିଏ ଗୋଲ ଦେଇ ଦଳକୁ 3-2 ରେ ଆଗୁଆ କରାଇଥିଲେ।
ଶେଷ କ୍ଵାଟରର ଲଗାତାର ଭାବରେ ବେଲଜିଅମକୁ ମିଳିଥିଲା 3 ଟି ପେନାଲଟି ସୁଯୋଗ ମାଧରୁ ଗୋଟିଏରେ ଗୋଲ ଦେବାରେ ସଫଳ ହୋଇଥିଲେ ବେଲଜିଅମ ଖେଳାଳୀ ଵୋମ ଟୋମ। ଏହି ଗୋଲ ସହ 3-3 ରେ ମ୍ୟାଚ ଡ୍ର ହୋଇଥିଲା। ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ 5-4 ଗୋଲରେ ବିଶ୍ୱ ଚାମ୍ପିଆନ ହେଲା ଜର୍ମାନୀ। ଏହାକୁ ମିଶାଇ 3 ଥର ବିଶ୍ୱାଚାମ୍ପିଯାନ ହେଲା ଜର୍ମାନୀ। 2002, 2006 ସହ 2023 ବିଶ୍ୱକପକୁ ନିଜ ନାରେ କଲା ବିଶ୍ୱବିଜେତା ଜର୍ମାନୀ ।
ଭାରତ ଖବର ଆହୁରି ପଢ଼ନ୍ତୁ ।