ଅଧିକ ପଢନ୍ତୁ : ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ
ତେଣୁ ୫ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ବିହାରରେ କୋଲ୍ଡ ଡେ ଆଲର୍ଟ ଜାରି କରାଯାଇଛି । ତେବେ ବରଫ ଦେଖିବାକୁ କାଶ୍ମୀରକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗରେ ବରଫପାତର ମଜା ନେଉଛନ୍ତି ଲୋକେ । ଭାରତର ଏହି ଭୂସ୍ବଗକୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ ।