ସେଭିଙ୍ଗ ଆକାଉଣ୍ଟ:-
ସବୁଠାରୁ ଅଧିକ ବ୍ୟବହାର କରଯାଉଥିବା ଆକାଉଣ୍ଟ ହୋଉଛି ସେଭିଙ୍ଗ ଆକାଉଣ୍ଟ। କାରଣ ଏହି ଆକାଉଣ୍ଟ ଖୋଲିବାରେ କୌଣସି ଦେୟ ଦେବାକୁ ପଡିନଥାଏ । ସେଥିପାଇଁ ଅଧିକ ସାଲେରୀ ଆକାଉଣ୍ଟ ଖୋଲାଯାଇଥାଏ । ଚାଳୁ ଖତା ବ୍ୟବହାର କରିବା ଦ୍ଵାରା ଟଙ୍କା ନେଣ ଦେଣ କରିବାରେ ସୁବିଧା ହେଇଥାଏ ।
ଫିକ୍ସ୍ ଡିପଜିଟ:-
ଲୋକମେନେ ପ୍ରୟତଃ ନିବେଶ ପାଇଁ ଏହି ଆକାଉଣ୍ଟ ଖୋଲିଥାନ୍ତି । ଯାହା ଅଧିକ ଦିନ ପର୍ଯ୍ୟନ୍ତ ଟଙ୍କା ସଂଚୟ କରି ରଖାଯାଇଥାଏ ।ଏହି ଆକାଉଣ୍ଟର ଟଙ୍କାକୁ ଆପଣ ଚାହିଁଲେ ଉଠାଇ ପାରିବେ ନାହିଁ ଏହା ପାଇଁ ନିଦ୍ଧିଷ୍ଟ ସମୟର ଆବଶ୍ୟକତା ରହିଛି ।
ଲୋନ୍ ଆକାଉଣ୍ଟ:-
ଲୋକମେନେ ଲୋନ୍ ନେବା ପାଇଁ ବ୍ୟାଙ୍କରେ ଲୋନ୍ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି । ପ୍ରତି ମାସ ନିବେଶ ପାଇଁ ଏହାର ଆବଶ୍ୟକତା ରହିଛି ।
ବିଜନେସ ଆକାଉଣ୍ଟ:-
ନିଜ ବେପାରର କାରବାର ପାଇଁ ଏହାର ଆବଶ୍ୟକତା ରହିଛି । କାରବାରର ଲେନା ଦେନା ପାଇଁ ବିଜନେସ ଆକାଉଣ୍ଟ ଖୋଲୋଯାଇଥାଏ । କାରଣ ଏହିଥିରେ ଅଧିକ ଲାଭ ମଧ୍ୟ ମିଳିଥାଏ ।
ଫରେନ କରେନ୍ସି ଆକାଉଣ୍ଟ:-
ଏହି ଆକାଉଣ୍ଟ ମାଧ୍ୟମରେ ଆପଣ ବାବାରର ଟଙ୍କାକୁ ବଦଳଇ ପାରିବେ । ୯ ପ୍ରକାରର ବିଦେଶୀ କରେନ୍ସିକୁ ଭାରତୀୟ ଟଙ୍କାରେ ବଦଳାଇବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ ।
ଅଧିକ ପଢନ୍ତୁ ଭାରତ ଖବର