କେନ୍ଦ୍ର ପକ୍ଷରୁ ଓୱେସିଙ୍କ ସୁରକ୍ଷା ବଢାଇଦିଆଯାଇଛି । ତାଙ୍କୁ ଜେଡ୍+ ସୁରକ୍ଷା ଯୋଗାଇଦିଆଇଛି । ଯେଉଁଥିରେ ବୁଲେଟ୍ ପ୍ରୁଫ୍ କାର ଓ ସିଆରପିଏଫ ଯବାନ ସାମିଲ ଅଛନ୍ତି । ହେଲେ ମୌଖିକ ଭାବରେ ଓୱେସି ସୁରକ୍ଷା ନେବାକୁ ମନା କରିଦେଇଛନ୍ତି । ତେଣୁ ସୁରକାରଙ୍କ ସୁରକ୍ଷାକୁ ଗ୍ରହଣ କରିବାକୁ ମୁଁ ଓୱେସିଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ଶାହ ।
The threat to Owaisi has been reassessed and a bulletproof vehicle and Z category security has been given to him. But, as per verbal info by himself, he has refused to accept it. I request him to accept the security given to him by the Central govt: Union Home Minister Amit Shah pic.twitter.com/legNpUcVz0 — ANI (@ANI) February 7, 2022
ଓୱେସିଙ୍କ ଉପରକୁ ହୋଇଥିବା ଆକ୍ରମଣ ନେଇ ଗୃହମନ୍ତ୍ରୀ କହିଛନ୍ତି ଯେ, 3 ଫେବୃଆରୀ 5.30 ବେଳେ ସାଂସଦ ନିର୍ବାଚନ ପ୍ରଚାର ସାରି ଫେରୁଥିଲେ । ସେତେବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଗାଡି ଉପରକୁ ଗୁଳି ଚାଳନା କରିଥିଲେ । ଯାହାକୁ 3 ଜଣ ମଧ୍ୟ ଦେଖିଥିଲେ । ଏହାପରେ ମାମଲାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ତାଙ୍କ ଠାରୁ ଦୁଇଟି ପିସ୍ତଲ ଓ ଗୋଟିଏ କାର ଜବତ କରିଛି ପୋଲିସ । ଫରେନ୍ସିକ୍ ଟିମ୍ ଘଟଣାସ୍ଥଳ ଓ କାରର ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରୁଛି ।
Home Ministry took report from State Govt immediately. On basis of earlier inputs from central security agencies,Centre had ordered to provide him security. But due to his unwillingness to avail security,Delhi & Telangana Police's efforts to provide him security didn't succeed:HM pic.twitter.com/xE8vR2NRXG — ANI (@ANI) February 7, 2022