ଭୋଟ ଗଣତି ପାଇଁ ମୋଟ 42 ଟି ଗଣନା କେନ୍ଦ୍ର ରହିଥିବାବେଳେ 68 ନିର୍ବାଚନ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। 2007 ମସିହାରୁ ଲଗାତାର ତିନି ଥର ବିଜେପି ଏମସିଡି ନିର୍ବାଚନରେ ବିଜୟୀ ହୋଇ ଆସୁଥିବା ବେଳେ ଚଳିତ ଥର ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଆଶା କରାଯାଉଛି।
ଆଜି ଆସିବ ଏମସିଡି ନିର୍ବାଚନ ଫଳାଫଳ
ଅର୍ଗସ ବ୍ୟୁରୋ: ଆଜି ଆସିବ ଏମସିଡି ନିର୍ବାଚନ ଫଳାଫଳ । ପୁଣିଥରେ ବିଜେପି ବାଜି ମାରିବା ସମ୍ଭାବନା ରହିଛି । ପଛରେ ପଡିବେ କଂଗ୍ରେସ ଓ ଆମ ଆଦମୀ ପାର୍ଟି । ସକାଳ 8 ଟାରୁ ଆରମ୍ଭ ହେବ ଭୋଟ ଗଣନା । ରାଜ୍ୟ ନିର୍ବାଚନ ଆୟୋଗର ୱେବ୍ ପୋର୍ଟାଲ୍ secdelhi.in ରେ ଫଳାଫଳ ନେଇ ଦିଆଯିବ ସୂଚନା ।
Download Argus News App
