Prasnakala : ଶ୍ରୀମନ୍ଦିର ଛାଟ
କାୟା ବିସ୍ତାର କରୁଛି କୋରୋନା: ଭାରତରେ ସୁସ୍ଥ ହେଲେ ୧୦ କୋରୋନାଭାଇରସ୍ ଆକ୍ରାନ୍ତ

ନୂଆଦିଲ୍ଲୀ: କୋରୋନାକୁ ନେଇ ବିଶ୍ୱରେ ଭୟ ଖେଳିଯାଇଛି । ଯେଉଁଭଳି ଭାବରେ କୋରୋନା ତାର କାୟା ବିସ୍ତାର କରି ଚାଲିଛି ଯାହାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଶନିବାର ସୁଦ୍ଧା ଭାରତରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ରେ ପହଞ୍ଚିଥିବା ଜଣାପଡ଼ିଛି ।
ଭାରତର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି ୭ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏହି ସାତଜଣଙ୍କୁ ମିଶାଇ ଭାରତରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।
Download Argus News App
