ଦେଶର ପ୍ରତ୍ୟୋକ କାଗରିକଙ୍କର ଏହା କର୍ତ୍ତବ୍ୟ ଯେ ସମସ୍ତେ ଦେଶର ମହାନ୍ ବିଭବକୁ ଜାଣିବା ଉଚିତ୍ । ଏପରି ହେଲେ ଦେଶକୁ ବୈଭବଶାଳୀ ବନେଇ ପାରିବା । ଦେଶକୁ ସଠିକ ଭାବରେ ବୁଝିପାରିଲେ ହିଁ ଆତ୍ମନିର୍ଭର ଭାରତ ର ସ୍ବପ୍ନ ସଫଳ ହେବ ବୋଲି କହିଛନ୍ତି ଭାଗବତ ।
ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ

ଅର୍ଗସ ବ୍ୟୁରୋ : ଭାରତକୁ ଆତ୍ମନିର୍ଭର କରିବାକୁ ହେଲେ ପ୍ରଥମେ ଭାରତକୁ ଜାଣିବାକୁ ପଡ଼ିବ । ଦେଶର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବୁଝିବାକୁ ପଡ଼ିବ । ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ ।
Download Argus News App
