ଅଧିକ ପଢନ୍ତୁ: ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା। ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ। ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତ ସାବ୍ୟସ୍ତ କରିଥିଲେ। ସେପଟେ ମଧ୍ୟପ୍ରଦେଶର 230 ଆସନ ପାଇଁ ମଧ୍ୟ ଆଜି ହେଉଛି ଭୋଟିଂ। ମୋଟ୍ 2533 ପ୍ରାର୍ଥୀ ନିର୍ବାଚନ ଲଢିବେ । ଏଥିପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭାରତ ଖବର ଆହୁରି ପଢନ୍ତୁ