ଦେଶକୁ ବିକାଶର ନୂଆ ମାଇଲ୍ ଷ୍ଟୋନ୍ ଛୁଇଁବାକୁ ହେଲେ ଭାରତ ପାଇଁ ଭାରତରୁ ହିଁ ନବ ଉଦ୍ଭାବନର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହାଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନର ସମାଧାନ ହୋଇପାରିବ । ଏଥିପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ନୂଆ ଉଦ୍ୟୋଗୀଙ୍କ ପାଇଁ ପୂର୍ବରୁ ଥିବା ଅମଲାତାନ୍ତ୍ରିକ ସମସ୍ୟାକୁ ହଟାଇ ଦିଆଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ଦେଶ ପାଳୁଛି ଜାତୀୟ ଷ୍ଟାର୍ଟଅପ୍ ଦିବସ

ଅର୍ଗସ ବ୍ୟୁରୋ: ଆଜି ଦେଶ ପାଳୁଛି ଜାତୀୟ ଷ୍ଟାର୍ଟଅପ୍ ଦିବସ । ଏଣିକି ପ୍ରତିବର୍ଷ ଜାନୁଆରୀ ୧୬ ତାରିଖକୁ ନ୍ୟାସନାଲ୍ ଷ୍ଟାର୍ଟଅପ୍ ଡେ' ଭାବରେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଭାରତ ପାଇଁ ଭାରତରୁ ନବ ଉଦ୍ଭାବନର ଆହ୍ୱାନ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କମ୍ପାନୀଙ୍କ ସହ ଆଲୋଚନା କରି ମୋଦି କହିଛନ୍ତି, ନୂଆ ଭାରତର ମେରୁଦଣ୍ଡ ପାଲଟିବାକୁ ଯାଉଛି ଷ୍ଟାର୍ଟଅପ୍ ।
ଶରତ ବାବୁଙ୍କ ନେତୃତ୍ୱରେ ଆମେ ଭଲ ରେଜଲ୍ଟ କରିବୁ - ଚେଲ୍ଲା କୁମାର
ଅର୍ଗସ ବ୍ୟୁରୋ: ଶରତ ବାବୁଙ୍କ ପାଖେ ଲମ୍ବା ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ୱରେ ଆମେ ଭଲ ରେଜଲ୍ଟ କରିବୁ ବୋଲି କହିଛନ୍ତି କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାର । ସେ କହିଛନ୍ତି ଯେ, ଛାତ୍ର ନେତାଙ୍କ ଠାରୁ ସଂସଦ ପର୍ଯ୍ୟନ୍ତ ଶରତ ବାବୁଙ୍କ ପାଖେ ଅଭିଜ୍ଞତା ରହିଛି। ମୁଁ ଆଶା କରୁଛି ସେ ସମସ୍ତଙ୍କୁ ନେଇ କାମ କରିବେ। ଦଳରେ କୌଣସି ଫାଟ ହେବ ନାହିଁ। ସମସ୍ତେ ତାଙ୍କୁ ସମର୍ଥ
Download Argus News App
