ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୧୦.୩୦ରେ ଦୋମୈଲ୍ ଛକ ନିକଟରେ ଠିଆ ହୋଇଥିବା ଗୋଟାଏ ଯାତ୍ରୀବାହୀ ବସ୍ରେ ରହସ୍ୟମୟ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ ଓ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେବି ସେଠାରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି।
J&K | First blast happened last night around 10.30 pm in a bus that was parked near a petrol pump. Similarly, another blast happened on a bus at Udhampur bus stand. No injury in 2nd blast. Two got injured in the 1st blast & are out of danger. Probe on: DIG Udhampur-Reasi Range pic.twitter.com/zkCUs1uL7D — ANI (@ANI) September 29, 2022
ଭାରତ ଖବର ଆହୁରି ପଢ଼ନ୍ତୁ ।