#WATCH | Union Cabinet approves hike in Dearness Allowance to govt employees and Dearness Relief to pensioners by 4% from January 1, 2024, announces Union Minister Piyush Goyal. pic.twitter.com/IsWUnwBGHW — ANI (@ANI) March 7, 2024
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବଢିଲା । ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଉଭୟ କେନ୍ଦ୍ର କର୍ମଚାରୀ ଓ ପେନ୍ସନ୍ ଭୋଗୀ ଏଥିରେ ଉପକୃତ ହେବେ ।
#WATCH | Union Cabinet approves hike in Dearness Allowance to govt employees and Dearness Relief to pensioners by 4% from January 1, 2024, announces Union Minister Piyush Goyal. pic.twitter.com/IsWUnwBGHW — ANI (@ANI) March 7, 2024
ଅର୍ଗସ ବ୍ୟୁରୋ : ମୋଦିଙ୍କ ବଡ଼ ବୟାନ । ଓଡ଼ିଶାର ପୁରା ଅସ୍ମିତା ନିପାତ ଖତମ୍ ହେଉଛି । ଓଡ଼ିଶାର ଅସ୍ମିତା ସଂକଟରେ ଅଛି । ଓଡ଼ିଆ ଭାଷା ବିପଦରେ ପଡୁଛି । ଆଉ ବେଶୀ ଦିନ ଓଡ଼ିଶାବାସୀ ଏହା ସହିବେ ନାହିଁ ବୋଲି ଭାବୁଛି ବୋଲି କହିଛନ୍ତି ମୋଦି ।
ଏତେ ସମ୍ବଳ ଅଛି ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟ ହୋଇପାରିଥାନ୍ତା । ଓଡ଼ିଶାର କଣ ଅବସ୍ଥା କରି ରଖିଛନ୍ତି ଆପଣ ଦେଖୁଛନ୍ତି । ଓଡ଼ିଶାର ଅବସ୍ଥା ଖରାପ କରି ରଖିଛି ବିଜେଡି ସରକାର । ଓଡ଼ିଶାର ସାଧାରଣ ଜନତାଙ୍କ ଭିତରେ ଆକାଂକ୍ଷା ଅଛି । ଓଡ଼ିଶାବାସୀଙ୍କର ସେବା କରିବାକୁ ଆମକୁ ସୁଯୋଗ ମିଳିବା ଦରକାର ।
ଅଧିକ ପଢନ୍ତୁ ଭାରତ ଖବର
ବିଜେପିକୁ ସୁଯୋଗ ମିଳିଲେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବୁ । ଓଡ଼ିଶାରେ ବିଜେପି ଅଲଗା ରହିଆସିଛି । ବିଜେଡି ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ ଦେଇଛି । ବହୁ ଦଳ ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ ଦିଅନ୍ତି । ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।