୨୦୦୪-୧୪ ତୁଳନାରେ ୨୦୧୪-୨୪ ମଧ୍ୟରେ PM ପୋଷଣରେ invest ବୃଦ୍ଧି ହୋଇଛି । ଦେଶର ୨୩ ହଜାର ପିନକୋଡରେ ପହଞ୍ଚିବ NCERTର ବହି । Flipkart, Amazon ଏହାର ଦାୟିତ୍ବ ନେଇଛନ୍ତି । ୩୨ ରାଜ୍ୟରେ ବିଦ୍ୟା ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦେଶରେ କଲେଜ ସଂଖ୍ୟା ବୃଦ୍ଧି ହୋଇଛି ୨୧ ପ୍ରତିଶତ । ୧୦ ବର୍ଷରେ ୮ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ସେହିପରି ୮ଟି IIM, ଗୋଟିଏ NIT, ୧୬ଟି IIIT, ୨ଟି ISER ସହ ୪୨ଟି କେନ୍ଦ୍ରୀୟ sponser ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି ।
PM @narendramodi ji’s govt. is making vigorous efforts to make India a 21st century knowledge economy. Press briefing on the transformations in our educational landscape. https://t.co/KbNRNzXp6p — Dharmendra Pradhan (@dpradhanbjp) December 17, 2024