ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମଧ୍ୟ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ଯୋଗୀ ଲେଖିଛନ୍ତି, ‘ବିଜେପି ପରିବାରର ବରିଷ୍ଠ ସଦସ୍ୟ, ଲୋକପ୍ରିୟ ରାଜନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ରାମଙ୍କଠାରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି । ଆପଣ ଏହିପରି ସମ୍ପୂର୍ଣ୍ଣ ସମର୍ପିତ ଭାବରେ ଲୋକଙ୍କ କଲ୍ୟାଣ ଏବଂ ଜାତିର ସ୍ୱାର୍ଥରେ ଯୋଗଦାନ ଜାରି ରଖନ୍ତୁ’ ବୋଲି ସେ ଟୁଇଟ କରି କହିଛନ୍ତି।