ଅଣ୍ଡାକୁ ସୁରକ୍ଷୀତ ରଖିବାକୁ ସିଆଣ୍ଡି ଠାରେ କରାଯାଇଥିଲା ସ୍ବତନ୍ତ୍ର ହ୍ୟାଚେରୀ। ପ୍ରତିବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଅଲିଭରିଡିଲଙ୍କ ପ୍ରଜନନ ଋତୁ ଚାଲିଥିବାଳୁ କୂଳରେ ଚଳପ୍ରଚଳ କରିବା ସହ ଅଣ୍ଡାଦାନ କରିଥାନ୍ତି।
ସମୁଦ୍ରକୁ ଗଲେ ୧୧୦ ଟି ଅଲିଭରିଡିଲେ ଶାବକ
ପୁରୀ: ପୁରୀ ନୂଆପଡା ବନ୍ୟପ୍ରାଣୀ ବନାଞ୍ଚଳକୁ ବଡ ସଫଳତା। ଚଳିତ ବର୍ଷ କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ହ୍ୟାଚେରୀରୁ ସମୁଦ୍ରକୁ ଗଲେ ୧୧୦ ଟି ଅଲିଭରିଡିଲେ ଶାବକ। ଚଳିତ ବର୍ଷ ଅଲିଭରିଡିଲେ ଓ ଅଲିଭରିଡିଲେ ଅଣ୍ଡାକୁ ସୁରକ୍ଷା ଦେବାରେ ସକ୍ଷମ ହୋଇଛି ବନବିଭାଗ।
Download Argus News App
