ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ, ମୟୁରଭଞ୍ଜରୁ ୨୪୨ ଜଣ, ବରଗଡରୁ ୧୬୮ ଜଣ, ଗଞ୍ଜାମରୁ ୧୫୪ ଜଣ, କଟକରୁ ୧୫୦ ଜଣ, ରାୟଗଡାରୁ ୧୩୯ ଜଣ, ବାଲେଶ୍ୱରରୁ ୯୭ ଜଣ, ସୁନ୍ଦରଗଡରୁ ୯୭ ଜଣ, କେନ୍ଦୁଝରରୁ ୯୫ ଜଣ, ସମ୍ବଲପୁରରୁ ୮୩ ଜଣ, କେନ୍ଦ୍ରାପଡାରୁ ୮୦ ଜଣ, ଯାଜପୁୁରରୁ ୭୯, କୋରାପୁଟରୁ ୭୯, ଝାରସୁଗୁଡାରୁ ୭୦, ମାଲକାନଗିରିରୁ୬୮, ପୁରୀରୁ ୫୮, ଜଗତସିଂହପୁରରୁ ୫୭, ଢେଙ୍କାନାଳରୁ ୫୬, ଅନୁଗୁଳରୁ ୪୯, ବଲାଙ୍ଗୀରରୁ ୪୬, ଭଦ୍ରକରୁ ୪୨, କନ୍ଧମାଳରୁ ୪୦, ସୋନପୁରରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡରୁ ୩୧, ଗଜପତିରୁ ୨୬, କଳାହାଣ୍ଡିରୁ ୨୩ , ବୌଦ୍ଧରୁ ୨୧ , ନୂଆପଡାରୁ ୧୨ ଏବଂ ଦେବଗଡରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।