ଅଧିକ ପଢନ୍ତୁ: ଛାତ୍ରଙ୍କୁ ବିଦ୍ୟାଳୟରେ ନିସ୍ତୁକ ମାଡ ମାରିଲେ ଶିକ୍ଷକ
ଅଭିଭାବକାନେ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିବାବେଳେ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ଫଳରେ ଅଭିଭାବକମାନେ ଏନେଇ ବିଡିଓ ବ୍ଲକ ଶିକ୍ଷା ଅଧିକାରୀ ଓ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ବିଡିଓ , ଏବିଇଓ, ଓ ରାୟଗଡ ଥାନା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତାଗିତ କରିଥିଲେ। ପରେ ଏନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଫେରାଦ ହୋଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଅଧିକାରୀ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷୟତ୍ରୀଙ୍କୁ ନିଲମ୍ୱନ କରିଛନ୍ତି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ