ଜବତ ବ୍ରାଉନସୁଗାରର ମୂଲ୍ୟ 4 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ଦେଇଛନ୍ତି ଅବକାରି ଅଧିକାରୀ । ଦୁଇ ଜଣ ଅଭିଯୁକ୍ତ ହେଲେ ସତ୍ୟଜିତ ହରପାଳ ଏବଂ ସାଗର ରଞ୍ଜନ ବଳ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଲିଙ୍କ୍ ଭଦ୍ରକ ଜିଲ୍ଲାରୁ ରହିଥିବା ସୂଚନା ମିଳିଛି ।
ନୂଆପଡ଼ା ଜିଲ୍ଲାରେ ବ୍ରାଉନସୁଗାର ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଅପରାଧ ଖବର...