ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ପ୍ରାଥମିକ ତଦନ୍ତ ରୁ ଗତକାଲି ରାତିରେ ଏହା ସଟସର୍କିଟ ରୁ ନିଆ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗି ବ୍ୟାଙ୍କ ରେ ଥିବା କମ୍ପ୍ୟୁଟର, ବ୍ୟାଙ୍କ ର ଅନେକ ଜରୁରୀ ତଥ୍ୟ ସହ ଗ୍ରାହକଙ୍କ ସମ୍ୱନ୍ଧିତ ଅନେକ ଜରୁରୀ କାଗଜ ପତ୍ର ପୋଡି ଯାଇଥିବା ସୂଚନା ମିଳିଛି । କେମିତି ନିଆଁ ଲାଗିଲା ଏହାସହ ନିଆଁ ଲାଗି ବ୍ୟାଙ୍କ ରେ କେଉଁ କେଉଁ ଜିନିଷ ପୋଡିଛି ସେନେଇ ତଦନ୍ତ କରୁଛନ୍ତି ବ୍ୟାଙ୍କ କର୍ମଚାରୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।