ଆଜି ସକାଳୁ ନିଆଳିର ଇଦଘା ପଡିଆ ରେ ସମୂହ ନମାଜ ପାଠ କରାଯାଇଥିଲା। ପରେ ଶୋଭାଯାତ୍ରା ରେ ନିଆଳି ବଜାର ପରିକ୍ରମା କରିଥିଲେ ମୁସଲମାନ ଭାଇମାନେ। ଯେଉଁଥିରେ କି ହିନ୍ଦୁ ଭାଇମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗୋଟେ ମାସ ଧରି ଓଷା ରଖିବା ପରେ ଆଜି ଓଷା ଭାଙ୍ଗି ପର୍ବ ପାଳନ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର