ଏଥିରେ ପ୍ରାୟ ୧୫୦ ଜଣ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି କର୍ମକର୍ତ୍ତା । ଗଣନ୍ତିରେ SHG ମହିଳା ସଦସ୍ୟମାନେ ମଧ୍ୟ ନିୟୋଜିତ ଅଛନ୍ତି । ଗତ ୨୧.୧୨.୨୦୨୨ ତାରିଖରେ ଦାନ ହୁଣ୍ଡିରୁ ୬୨ ଲକ୍ଷ ୨୨ ହଜାର ୦୫୯ ଟଙ୍କା, ସୁନା ୪୬ ଗ୍ରାମ ଓ ରୂପା 1 କେଜି ୭୭୫ ଗ୍ରାମ ସଂଗ୍ରହ ହୋଇଥିବାବେଳେ କିଛି ବିଦେଶୀ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା । ତେବେ ଏଥର କେତେ ଅର୍ଥ ବାହାରିବ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...