ପୁଣି ଥରେ ଏମିତି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କହଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକୁଟିଆ କାହା ସହ ମିଶି ପାରୁନାହାନ୍ତି । ଲୋକଙ୍କ ସହ କଥା ହୋଇପାରୁନାହାନ୍ତି । ଯଦି ବିଚାରପତି ନହେଲେ ବି ଗୋଟିଏ ଦିନର ଅଧଘଣ୍ଟା ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ଛାଡ଼ି ଦିଆଯାଉ । ବୁଝାପଡ଼ିଯିବ ନବୀନ ବାବୁଙ୍କ ମନରେ କଣ ଅଛି । ଓଡ଼ିଶାରେ 5-T ନୁହେଁ ଗୋଟିଏ T କାମକରୁଛି । ଏଠି ଟି ଫର ଟ୍ରାନ୍ସଫରେନ୍ସି ନୁହେଁ ଟି ଫର ତାମିଲନାଡୁ । ଓଡ଼ିଶାରେ ସରକାର ନାମରେ କିଛି ନାହିଁ ବୋଲି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ଅଧିକ ପଢନ୍ତୁ ଭାରତ ଖବର