ଫଳରେ 6 ଜଣ ପିଲା ମଦ୍ରାସାରୁ ଖସି ଆସି 7 କିମି ଚାଲି ଚାଲି ନିଶ୍ଚିତକୋଇଲିରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକ ସେମାନଙ୍କ ପୋଲିସ ଜିମା ଦେଇଥିଲେ । ପରେ ଉକ୍ତ ମଦ୍ରାସାର ସତ ସାମ୍ନାକୁ ଆସିଛି । ଏହି ପିଲାମାନେ ବିହାର ଅଞ୍ଚଳର ହୋଇଥିବା ଜଣାପଡିଛି । ନିଶ୍ଚିତକୋଇଲି ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବାବେଳେ ମାଡ୍ରାସ କର୍ତ୍ତୃପକ୍ଷ ଘଟଣାକୁ ଖଣ୍ଡନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର