ଗୋପାଳପୁର ଗାଁର ରେଖାଞ୍ଜଳି ଜେନା ଦିହୁଡିସାହି ଗାଁର ରଞ୍ଜନ ଜେନାଙ୍କୁ ବିବାହ ପରେ ଅଧିକ ଯୌତୁକ ଦାବି କରି ସ୍ବାମୀ ଓ ନଣନ୍ଦ ରେଖାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ତେବେ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକ ଅଭିଯୋଗ ଆଣିଥିବାବେଳେ ନ୍ୟାୟ ପାଇଁ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: