ଯାହାକି ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମର ବଳି ଯାନୀ ର ଦାଦନ ଜନିତ ମୃତ୍ୟୁ ପୁଣି ଏକ ସରକାରର ଏଇ ଅପାରଗତା ନେଇ ପ୍ରଶ୍ନ ଉଠିଛି । ନିଜ ଅଞ୍ଚଳରେ କାମ ଦାମ ନପାଇ ଆଜକୁ ୨୦ ଦିନ ହେବ ବାହାର ରାଜ୍ୟ କୁ କାମ କରିବାକୁ ଯାଇ ମୃତ୍ୟୁ ବରଣ କରିଛି। ବଳି ର ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ତାଙ୍କ ପରିବାର ସଜନ ଶବ ଆଣିବା ଲାଗି ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର