ସେଦିନ ଅନ୍ଧାର ରାତିର ସତ କଣ? ବିବନକୁ ଖସେଇବା ପଛରେ କିଏ । ଏପରିକି ଘଟଣାର ସିନ ରିକ୍ରିଏସନର କରାଯିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଦୁଇଦିନିଆ ରିମାଣ୍ଡ ଅବଧିରେ ସବୁ ସତ ଆଦାୟ କରିବ ସିବିଆଇ । ଆସନ୍ତା କାଲି ସନ୍ଧ୍ୟାରେ ସରିବ ବିବନର ରିମାଣ୍ଡ ଅବଧି । ଗତକାଲି ଝାରପଡ଼ା ଜେଲରେ ହୋଇଥିବା ଟିଆଇ ପରେଡରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର ।
ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲା, ଆଜିଠୁ ଆରମ୍ଭ ହେବ ଅଭିଯୁକ୍ତ ବିବନର ରିମାଣ୍ଡ ଅବଧି
ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କେନ୍ଦୁପତ୍ର ତୋଳିବାକୁ ଯାଇ, ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଘଟିଛି । ରେଢାଖୋଲ ରେଞ୍ଜ ଡଇଚା ସେକ୍ସନ ଗୋପାଳପୁର ଗାଁର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ ।
ସେହି ସମୟରେ ଏକ ଦନ୍ତାହାତୀ ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ନନୀ ସମରଦା ପାଟି କରିବାର
Download Argus News App
