ଖୋର୍ଦ୍ଧାରୁ ସର୍ବାଧିକ ୪୬୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୦, ବାଲେଶ୍ବରରୁ ୨୩୮, ଯାଜପୁରରୁ ୧୫୩, ପୁରୀରୁ ୧୪୯, ଭଦ୍ରକରୁ ୧୨୬, ଜଗତସିଂହପୁରରୁ ୧୧୦, ଅନୁଗୁଳରୁ ୧୦୨, ମୟୂରଭଞ୍ଜରୁ ୧୦୧, ନୟାଗଡରୁ ୮୦, ଢେଙ୍କାନାଳରୁ ୭୫, କେନ୍ଦୁଝରରୁ ୭୪, କେନ୍ଦ୍ରାପଡାରୁ ୫୯, ମାଲକାନାଗିରିରୁ ୫୭, ସୁନ୍ଦରଗଡରୁ ୫୫, କୋରାପୁଟରୁ ୪୧, ନବରଙ୍ଗପୁରରୁ ୨୮, ସମ୍ବଲପୁରରୁ ୨୫, ରାୟଗଡାରୁ ୨୪, କନ୍ଧମାଳରୁ ୨୦, ସୋନପୁରରୁ ୧୭, ବଲାଙ୍ଗୀରିରୁ ୧୬, କଳାହାଣ୍ଡିରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୧୩, ଗଜପତିରୁ ୯, ନୂଆପଡାରୁ ୯, ଦେବଗଡରୁ ୮, ବରଗଡରୁ ୭, ଝାରସୁଗୁଡାରୁ ୩ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।