କଟକରୁ ସର୍ବାଧିକ ୪୪୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୨, ବାଲେଶ୍ବରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଞ୍ଜରୁ ୧୮୬, ପୁରୀରୁ ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡରୁ ୯୨, କେନ୍ଦ୍ରପଡାରୁ ୮୫, ଅନୁଗୁଳରୁ ୮୨, ସୁନ୍ଦରଗଡରୁ ୮୨, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୩, କେନ୍ଦୁଝରରୁ ୬୩, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୬, ଝାରସୁଗୁଡାରୁ ୩୦, ରାୟଗଡାରୁ ୨୬, ସମ୍ବଲପୁରରୁ ୨୬, କନ୍ଧମାଳରୁ ୨୨, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୫, ସୋନପୁରରୁ ୧୦, ବରଗଡରୁ ୮, ଗଜପତିରୁ ୭, ନୂଆପଡାରୁ ୭, ଦେବଗଡରୁ ୬, ଗଞ୍ଜାମରୁ ୬, ବଲାଙ୍ଗୀରିରୁ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ମୋଟ ୨୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର : ରାଜ୍ୟରେ ଆଜି ମୋଟ ୨୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯ ଲକ୍ଷ ୧୮ ହଜାର ୪୧ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
Download Argus News App
