ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳରୁ 1, ବାଲେଶ୍ଵରରୁ 19, ବରଗଡ଼ରୁ 23, ଭଦ୍ରକରୁ 25, ବଲାଙ୍ଗୀରରୁ 21, ବୌଦ୍ଧରୁ 1, କଟକରୁ 136, ଢେଙ୍କାନାଳରୁ 32, ଗଜପତିରୁ 73, ଗଞ୍ଜାମରୁ 491, ଜଗତସିଂହପୁରରୁ 6, ଯାଜପୁରରୁ 51, ଝାରସୁଗୁଡାରୁ 10, କଳାହାଣ୍ଡିରୁ 10, କନ୍ଧମାଳରୁ 73, କେନ୍ଦ୍ରାପଡାରୁ 9, କେଉଁଝରରୁ 43, ଖୋର୍ଦ୍ଧାରୁ 223, କୋରାପୁଟରୁ 34, ମାଲକାନଗିରିରୁ 34, ମୟୂରଭଞ୍ଜରୁ 28, ନବରଙ୍ଗପୁରରୁ 2 , ନୟାଗଡ଼ରୁ 8, ପୁରୀରୁ 4, ରାୟାଗଡାରୁ 68, ସମ୍ବଲପୁରରୁ 17, ସୋନପୁରରୁ 4, ସୁନ୍ଦରଗଡରୁ 57 ଜଣ ରହିଛନ୍ତି।
ଏହି କ୍ରମରେ ରେଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 26 ହଜାର 892ରେ ପହଞ୍ଚିଛି। ଏଯାବତ୍ ରାଜ୍ୟରେ 9,919 ସକ୍ରିୟ ସଂକ୍ରମିତ ଥିବା ବେଳେ 16,792 ସୁସ୍ଥ ହୋଇ ଘରକୁ ଫେରିଲେଣି।