ତେବେ ଗିରଫ ଦୁଇଜଣ ଅଭିଯୁକ୍ତ ମନୋଜ ସାହୁ ଓ ଗୋବର୍ଦ୍ଧନ ପାତ୍ର। ଉଭୟଙ୍କ ଘର ଗଞ୍ଜାମ ଅଞ୍ଚଳରେ। ଏପରିକି ବୟସ୍କମାନଙ୍କ ମଧ୍ୟ ଟାର୍ଗେଟ କରି କାର୍ଡ ନେଇଯାଉଥିଲେ। ତେବେ ଆଜି କମିସନରେଟ୍ ପୋଲିସ ଉଭୟଙ୍କୁ ଗିରଫ କରିଛି।
ଧରାପଡିଲା ଏଟିଏମ ଲୁଟେରା

ଭୁବନେଶ୍ୱର: ଧରାପଡିଲା ଏଟିଏମ ଲୁଟେରା। ଲକ୍ଷ୍ମୀସାଗର ପୋଲିସ କବଜାରେ ୨ ଅଭିଯୁକ୍ତ। ମହିଳାଙ୍କୁ କରୁଥିଲେ ଟାର୍ଗେଟ। ଉଠାଣ ବେଳେ ପିନ୍ ନମ୍ବର ଦେଖୁଥିଲେ, ଚତୁରତାରେ କାର୍ଡ ବଦଳାଉଥିଲେ।
Download Argus News App
