ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ବିଜେପିର ୩କର୍ମୀ ଗରୁତର ହୋଇଥିବା ବେଳେ ବିଜେଡ଼ିର ଜଣେ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଆହତ ହୋଇ ଚାନ୍ଦବାଲି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ରାଜନୈତିକ ଗୋଷ୍ଟି ସଂଘର୍ଷରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗାଁରେ ଉତେଜନାକୁ ଲକ୍ଷ କରି ପୋଲିସ ସଜାଗ ରହିଛି ।